News On 10
01
ଆଜିର ଷ୍ଟକ୍ ୱାଚ : ଏସବିଆଇ, କର୍ଣ୍ଣାଟକ ବ୍ୟାଙ୍କ, ଜେନ୍ ଟେକ୍ନୋଲୋଜି
ଏସବିଆଇ: ଏହି ପିଏସୟୁ ବ୍ୟାଙ୍କ ୭.୪୯ ପ୍ରତିଶତ କୁପନ ହାରରେ ଦୀର୍ଘକାଳୀନ ଇନ୍ଫ୍ରାଷ୍ଟ୍ରକ୍ଚର ବଣ୍ଡ ମାଧ୍ୟମରେ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରିଛି।
କର୍ଣ୍ଣାଟକ ବ୍ୟାଙ୍କ: ଏହି ବ୍ୟାଙ୍କ ଇନଷ୍ଟିଚୁସନାଲ ନିବେଶକଙ୍କ ଠାରୁ ୮୦୦ କୋଟି ଟଙ୍କା ଇକ୍ୱିଟି ପୁଞ୍ଜି ସଂଗ୍ରହ କରିବା ପରେ ବ୍ୟାଙ୍କ ଆସନ୍ତା 6 ମାସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପୁଞ୍ଜି ସଂଗ୍ରହ (୭୦୦ କୋଟି ଟଙ୍କା ପର୍ଯ୍ୟନ୍ତ) କରିବ।
ଜେନ୍ ଟେକ୍ନୋଲୋଜି: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୨୭.୬୫ କୋଟି ଟଙ୍କା ଅର୍ଡର ହାସଲ କରିଛି |



