ପ୍ରତିକୂଳ ପାଗ ସତ୍ତ୍ବେ ୧୧.୨ କୋଟି ଟନ ଗହମ ଉତ୍ପାଦନ ସରକାର ଆଶା ରଖିଛନ୍ତି

୨୦୨୨-୨୩ ଫସଲ ବର୍ଷରେ (ଜୁଲାଇ-ଜୁନ୍) ସରକାର ୧୧.୨ କୋଟି ଟନ୍ ରେକର୍ଡ ଗହମ ଉତ୍ପାଦନ ଆଶା ରଖିଛନ୍ତି। କେତେକ ରାଜ୍ୟରେ ହିଟ ୱେଭ ହେତୁ ଗହମ ଉତ୍ପାଦନ ପୂର୍ବ ବର୍ଷରେ ୧୦.୭ କୋଟି ଟନକୁ ହ୍ରାସ ପାଇଥିଲା। ରାଷ୍ଟ୍ରାୟତ୍ତ ଏଫସିଆଇ ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକ ଦ୍ବାରା କ୍ରୟ ଅନେକ ରାଜ୍ୟରେ ଆରମ୍ଭ ହୋଇସାରିଛି

Read More