ADB ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ FY25 ପାଇଁ ୬.୭% ରୁ ୭% କୁ ବୃଦ୍ଧି କରିଛି

ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଗୁରୁବାର ଦିନ ୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୬.୭ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରି କହିଛି ଯେ ସରକାରୀ ତଥା ବେସରକାରୀ କ୍ଷେତ୍ରର ପୁଞ୍ଜି ବିନିଯୋଗ ଚାହିଦା ଏବଂ ଗ୍ରାହକଙ୍କ ଚାହିଦାରେ କ୍ରମଶ ଉନ୍ନତି ପରିଲକ୍ଷିତ ହେବ |

Read More

ଭାରତର Q3 ଜିଡିପିର ଆଶାତୀତ ଅଭିବୃଦ୍ଧି

୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଛି, ଯାହା ବିଶେଷଜ୍ଞଙ୍କ ଆଶାଠାରୁ ଅଧିକ ହୋଇଛି ଏବଂ ଆକଳନକୁ ଖଣ୍ଡନ କରିଛି | ଅକ୍ଟୋବର – ଡିସେମ୍ବର ଅବଧି ମଧ୍ୟରେ ଭାରତର ଜିଡିପି ୮.୪% ର ଏକ ସୁଦୃଢ ବିସ୍ତାର ରେକର୍ଡ କରିଛି | ଭାରତୀୟ ଅର୍ଥନୀତି ଲଗାତାର ପୂର୍ବ ଦୁଇ ତ୍ରୈମାସିକରେ ଅଭିବୃଦ୍ଧି ହାର 8% ରୁ ଅଧିକ ହେବା ପରେ ସ୍ଥାୟୀ ଗତି ପ୍ରଦର୍ଶନ କରିଛି |

Read More

ଅନକ୍ଲେମଡ଼ ଡିପୋଜିଟ ପାଇଁ ୩ ରୁ ୪ ମାସରେ ପୋର୍ଟାଲ ଖୋଲାଯିବ: ଆର ବି ଆଇ

୧୦ ବର୍ଷ ଧରି ବ୍ୟାଙ୍କରେ ଅନକ୍ଲେମଡ଼ ଜମା ଥିଲା | ଏହି ଟଙ୍କାର କେହି ଦାବିଦାର ନଥିବାରୁ ସେସବୁ ଅରବିଆଇକୁ ପଠାଇ ଦିଆଯାଇଛି| ସମସ୍ତ ବ୍ୟାଙ୍କ ଜମାଗୁଡିକ ଆରବିଆଇ ଦ୍ବାରା ପରିଚାଳିତ ‘Depositor Education and Awareness’ (DEA) ପାଣ୍ଠିକୁ ସ୍ଥାନାନ୍ତରିତ ହୋଇଛି |ଏସବିଆଇ ଏବଂ ପିଏନବି ସମେତ ପବ୍ଲିକ ସେକ୍ଟର ବ୍ୟାଙ୍କ (PSBs) ଫେବୃଆରୀ ୨୦୨୩ ଶେଷରେ ଅନକ୍ଲେମଡ଼ ଡିପୋଜିଟ ୩୫୦୧୨ କୋଟି ଟଙ୍କାକୁ ଆରବିଆଇକୁ ହସ୍ତାନ୍ତର କରିଛନ୍ତି | ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ…

Read More

ଆର ବି ଆଇ ରେପୋ ରେଟ୍ ବଦଳାଇଲା ନାହିଁ | ରେଟ୍ ସମ୍ବେଦନଶୀଳ ସେୟାରଗୁଡିକ 3% ପର୍ଯ୍ୟନ୍ତ ବୃଦ୍ଧି ପାଇଲା

ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ତେଣୁ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFCs) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ (HFC), ରିଏଲ୍ ଇଷ୍ଟେଟ୍ ଏବଂ ଅଟୋମୋବାଇଲ୍ ସେୟାର ଭଲ କାରବାର ହୋଇଛି | ଏସବିଆଇ, ଇଣ୍ଡିଆନ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, କାନାରା ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PSU ବ୍ୟାଙ୍କ ସେୟାର1 ରୁ 3…

Read More