News On 10
01
ଯୁକ୍ତରାଷ୍ଟ୍ରରେ ଆର୍ଥିକ ସଙ୍କଟ?
ଏକ ସମୟରେ ଯେତେବେଳେ ଆମେରିକା ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଟ୍ରେଜେରୀ ସଚିବ ଜାନେଟ ୟେଲେନ ସୋମବାର ଏକ କଠୋର ଚେତାବନୀ ଦେଇଛନ୍ତି ଯେ ଆମେରିକା ସରକାର ଦାୟିତ୍ବ ତୁଲାଇବା ପାଇଁ ଆବଶ୍ୟକୀୟ ହେଉଥିବା ଟଙ୍କା ଜୁନ୍ ୧ ତାରିଖ ସୁଦ୍ଧା ସରିଯାଇପାରେ |



