ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ  | କାଶୀ ପୀଠର ବେଦଜ୍ଞଦ୍ୱାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି  |ଏହି ସମୟରେ ଆକାଶ ମାର୍ଗରୁ ହେଲିକାପ୍ଟରରୁ ପୁଷ୍ପ ବୃଷ୍ଟି କରାଗଲା | ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଧାନମନ୍ତ୍ରୀ ମୁଖ୍ୟ ଯଜମାନ ରୂପେ ଦାୟିତ୍ୱ ନେଲେ |

Loanalaya

Leave a Reply

Your email address will not be published. Required fields are marked *