ଆଜିର ଷ୍ଟକ୍ ୱାଚ: REC, ଡିଭିସ ଲାବୋରେଟୋରୀଜ଼, ବେଦାନ୍ତ

REC: ରିପୋର୍ଟ ଅନୁଯାୟୀ, REC ଲିମିଟେଡ୍ ଚଳିତ ଆର୍ଥିକ ବର୍ଷରେ (FY25) ଡିପ ଡ଼ିସକାଉଣ୍ଟ ଜ଼ିରୋ-କୁପନ୍ ବଣ୍ଡ ଜାରି କରି ଅତିରିକ୍ତ ୫୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି |

ଡିଭିସ ଲାବୋରେଟୋରୀଜ଼ : କମ୍ପାନୀର ଲାଭ ୪୭% ବୃଦ୍ଧି ପାଇ ୫୧୦ କୋଟି ଟଙ୍କା ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ୩୪୮ କୋଟି ଟଙ୍କା ଥିଲା |

ବେଦାନ୍ତ: ନିକଟ ଭବିଷ୍ୟତରେ ଗ୍ରୁପ୍ ଏହାର ତିନୋଟି ବ୍ୟବସାୟରେ ଜିଙ୍କ୍, ଆଲୁମିନିୟମ୍, ଏବଂ ତୈଳ ଓ ଗ୍ୟାସ୍ କ୍ଷମତାକୁ ଦ୍ୱିଗୁଣିତ କରିବାକୁ ଯୋଜନା କରିଛି |

Leave a Reply

Your email address will not be published. Required fields are marked *