ଆଜିର ଷ୍ଟକ୍ ୱାଚ: HDFC ବ୍ୟାଙ୍କ, ଆଦାନୀ ଗ୍ରୁପ, ବଜାଜ ଅଟୋ

HDFC ବ୍ୟାଙ୍କ: ଫାଇନାନ୍ସିଆଲ୍ ଟାଇମ୍ସ ଷ୍ଟକ୍ ଏକ୍ସଚେଞ୍ଜ (FTSE) ସୂଚକାଙ୍କ ଟ୍ରାକିଂ ପାସିଭ୍ ପାଣ୍ଠିରୁ ୩୦୦ ମିଲିୟନ୍ ଡଲାର୍ (୨୫୦୦ କୋଟି ଟଙ୍କା) ର ଇଂଫ୍ଲୋ ବ୍ୟାଙ୍କ ପାଇବାର ଅଛି |

ଆଦାନୀ ଗ୍ରୁପ: ପଶ୍ଚିମ ଏସିଆରେ ଥିବା ସର୍ବୋଚ୍ଚ ସୋଭ୍ରେନ ଫଣ୍ଡ ସହିତ ବିମାନ ବନ୍ଦରର ସମ୍ପ୍ରସାରଣ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ ସକାରାତ୍ମକ ଆଲୋଚନାରେ ଥିବା କୁହାଯାଉଛି |

ବଜାଜ ଅଟୋ: ପ୍ରସ୍ତାବିତ ୪,୦୦୦ କୋଟି ଟଙ୍କାର ସେୟାର ବାୟବ୍ୟାକ ପାଇଁ ରେକର୍ଡ ତାରିଖ ଭାବରେ ଫେବୃଆରୀ ୨୯ କୁ ସ୍ଥିର କରାଯାଇଛି |

Leave a Reply

Your email address will not be published. Required fields are marked *