ଆଜିର ଷ୍ଟକ୍ ୱାଚ : ଇନଫୋସିସ୍ , ଟାଟା ମୋଟର୍ସ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର

ଇନଫୋସିସ୍: କମ୍ପାନୀ ଉନ୍ନତ ଡିଜିଟାଲ୍ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଏକ ବିଶ୍ୱସ୍ତରୀୟ କମ୍ପାନୀ ସହିତ ୧.୫ ବିଲିୟନ ଡଲାର ମୂଲ୍ୟର ୧୫ ବର୍ଷର ଚୁକ୍ତି କରିଛି।

ଟାଟା ମୋଟର୍ସ: କମ୍ପାନୀ ଗୁରୁବାର ଦିନ ଇଭେଣ୍ଟରେ ଏସୟୁଭି ନକ୍ସନ୍ ର ଏକ ଫେସ ଲିଫ୍ଟ ସଂସ୍କରଣ ଲଞ୍ଚ କରିଛି। ଏହାର ମୂଲ୍ୟ ୧୪.୭୪ ଲକ୍ଷ ଟଙ୍କା ରକହାଯାଇଛି ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର : ବେସେଲ୍ ୩ କମ୍ପ୍ଲାଏଣ୍ଟ୍ ଟାୟାର୍ ୨ ବଣ୍ଡ ମାଧ୍ୟମରେ ବ୍ୟାଙ୍କ ୫,୧୫ କୋଟି ଟଙ୍କା ସଂଗ୍ରହ କରିଛି, ଯାହାର କୁପନ ହାର ୭.୯୮ ପ୍ରତିଶତ ରହିଛି ।

Leave a Reply

Your email address will not be published. Required fields are marked *