ଆଜିର ଷ୍ଟକ୍ ୱାଚ: JSW ଇନ୍ଫ୍ରାଷ୍ଟ୍ରକ୍ଚର, HDFC ଲାଇଫ ଇନ୍ସୁରାନ୍ସ, TAC InfoSec

JSW ଇନ୍ଫ୍ରାଷ୍ଟ୍ରକ୍ଚର : ପାଲଘର ଜିଲ୍ଲାର ବହୁମୁଖୀ ବନ୍ଦରର ବିକାଶ ପାଇଁ କମ୍ପାନୀ ମହାରାଷ୍ଟ୍ର ମେରିଟାଇମ ବୋର୍ଡରୁ ଏକ ଲେଟର ଅଫ ଇଣ୍ଟେନ୍ଟ ପାଇଛି | ପ୍ରାୟ ୪,୨୫୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ୧,୫୦୦ ନିଯୁକ୍ତି ସୃଷ୍ଟି କରିବ |

HDFC ଲାଇଫ ଇନ୍ସୁରାନ୍ସ : ବ୍ୟବସାୟ ଅଭିବୃଦ୍ଧି ପାଇଁ ନନ୍ କନ୍ଭର୍ଟିବ୍ଲ ଡିବେଞ୍ଚର ମାଧ୍ୟମରେ ବୀମାକାରୀ ୧୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି | ଏହି ଇସୁ ଅନସିକ୍ୟୋରଡ଼ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ |

TAC InfoSec: ଏହି ସାଇବର ସିକ୍ୟୁରିଟି ଫାର୍ମ, ମାଇକ୍ରୋସଫ୍ଟ ଏବଂ ଲେନୋଭୋ ସମେତ ୨୦୦ ନୂତନ
କ୍ଲାଏଣ୍ଟ ଯୋଡିଛି ଏବଂ କମ୍ପାନୀ ମାର୍ଚ୍ଚ ୨୦୨୬ ସୁଦ୍ଧା ୧୦,୦୦୦ ଗ୍ଲୋବାଲ ଗ୍ରାହକ ପାଇବାର ଲକ୍ଷ୍ୟ ରଖିଛି |

Leave a Reply

Your email address will not be published. Required fields are marked *