ଆଜିର ଷ୍ଟକ୍ ୱାଚ: ଭାରତ ପେଟ୍ରୋଲିୟମ,ଟାଟା କମ୍ୟୁନିକେସନ୍ ,ଟାଟା କେମିକାଲ୍ସ

ଭାରତ ପେଟ୍ରୋଲିୟମ: କମ୍ପାନୀର ବୋର୍ଡ ରାଇଟ ଇସୁ ପ୍ରସଙ୍ଗରେ ୧୮,୦୦୦ କୋଟି ଟଙ୍କା ପୁଞ୍ଜି ଉଠାଇବାକୁ ଅନୁମୋଦନ କରିଛି। ଏହି ପୁଞ୍ଜି ଇକ୍ୱିଟି ସେୟାର ରାଇଟ ଇସୁ ମାଧ୍ୟମରେ ନିଗମର ଯୋଗ୍ୟ ଇକ୍ୱିଟି ଅଂଶୀଦାରମାନଙ୍କଠାରୁ ସଂଗ୍ରହ କରାଯିବ |

ଟାଟା କମ୍ୟୁନିକେସନ୍: କମ୍ପାନୀ ୧୦୦ ମିଲିୟନ୍ ଡଲାର (୮୨୦ କୋଟି ଟଙ୍କା) ମୂଲ୍ୟରେ ଆମେରିକାର କାଲେରା କମ୍ପାନୀକୁ ଅଧିଗ୍ରହଣ କରିବ। କମ୍ପାନୀ ୨୨୪.୯ ମିଲିୟନ ଡ଼ଲାରର ମୋଟ ଗ୍ରସଡେଟ ଏବଂ ୧୪୯.୯ ମିଲିୟନ ଡ଼ଲାରର ନିଟଡେଟ ସହିତ ଅଧିଗ୍ରହଣ ହେବ |

ଟାଟା କେମିକାଲ୍ସ: LIC କମ୍ପାନୀର ଅଂଶଧନକୁ ୫.୦୬ ପ୍ରତିଶତରୁ ୭.୧୨ ପ୍ରତିଶତକୁ ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *