ଭାରତରେ ଭଲ ବଜ଼ାର ଥିବା ସତ୍ବେ ଏଆରଲାଇନ୍ସ ବ୍ୟାପାର ବିଫଳ

ଗୋ ଏୟାରଲାଇନ୍ସ ଇଣ୍ଡିଆ ଲିମିଟେଡ୍ ଏହି ସପ୍ତାହରେ ଭାରତ ଉପରେ ବ୍ୟପାର ଆକାଶ ଯୁଦ୍ଧର ଏବେ ଯାଏଁ ସର୍ବଶେଷ ଶିକାର ହୋଇଛି। ବିଫଳ ହେବା ଏହା ପ୍ରଥମ ଉଚ୍ଚ-ପ୍ରୋଫାଇଲ୍ ବାହକ ନୁହେଁ କି ଏହା ଶେଷ ନୁହେଁ |

ଖାଲି ଗୋ ଏଆର ନୁହେଁ, ଯେତେ ଏୟାରଲାଇନ୍ସ ସେବା ପ୍ରଦାନକାରି କମ୍ପାନୀ ଭାରତରେ କାରବାର କରୁଛନ୍ତି ସେମାନଙ୍କୁ ଲିଜ୍ ଭଡା, ବିମାନବନ୍ଦର ଦେୟ ଏବଂ ଦରମା ଦେବା ପାଇଁ ବହୁ ଋଣ ନେବାକୁ ପଡୁଛି। ଚିପ୍ ଫେୟାର, ଫୁଏଲ ଉପରେ ଟ୍ୟାକ୍ସ, ବ୍ୟାପାର କମ୍ପିଟିସନ ସହ ଋଣ ବୋଝରେ ବୁଡି ଅତୀତରେ କେତେ ଏୟାରଲାଇନ୍ସ ବନ୍ଦ ହୋଇଛି। କିଙ୍ଗଫିସର, ଜେଟ, ଏଆର କୋଷ୍ଟା ଏଥିମଧ୍ୟରେ ଅନ୍ୟତମ ।

Leave a Reply

Your email address will not be published. Required fields are marked *