News On 10
01
ଆଜିର ଷ୍ଟକ୍ ୱାଚ: ସନ୍ ଫାର୍ମା, ବଜାଜ ଫାଇନାନ୍ସ , କେପିଆଇ ଗ୍ରୀନ୍
ସନ୍ ଫାର୍ମା: ଏଜରକ୍ସ ହେଲ୍ଥ ଟେକ୍ ପ୍ରାଇଭେଟ ଲିମିଟେଡରେ ୩୭.୭୬ ପ୍ରତିଶତ ଅଂଶଧନ ହାସଲ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।
ବଜାଜ ଫାଇନାନ୍ସ: QIP ଏବଂ ପ୍ରିଫରେନସିଆଲ ଈସୁ ମିଶ୍ରଣ ମାଧ୍ୟମରେ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ବୋର୍ଡ ଅନୁମୋଦନ କରିଛି |
କେପିଆଇ ଗ୍ରୀନ୍: ସୋଲାର ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ୧୨.୧୦ ମେଗାୱାଟର ନୂତନ ଅର୍ଡର ଗ୍ରହଣ କରିଛି |



