News On 10
01
ଓଡିଶାର DN GROUP କାର୍ଯ୍ୟାଳୟରେ IT ରେଡ
କ୍ରମାଗତ ତୃତୀୟ ଦିନରେ ଡିଏନ୍ ଗ୍ରୁପ୍ ସହିତ ସଂଯୁକ୍ତ ସ୍ଥାନଗୁଡିକ ଉପରେ ଆଇଟି ବିଭାଗ ଖୋଳତାଡ଼ ଜାରି ରଖିଛି। ସୂତ୍ରରୁ ପ୍ରକାଶ ଯେ ଏହି ଚଢ଼ାଉ ସମୟରେ ବିଭାଗ ଅନେକ କୋଟି ଟଙ୍କା ଏବଂ ବହୁ ସନ୍ଦେହଜନକ ଦଲିଲ ଜବତ କରିଛି। ଉଭୟ କମ୍ପାନୀ ଏବଂ ଆଇଟି ବିଭାଗ ତଦନ୍ତ ଉପରେ ନୀରବ ରହିଥିବାବେଳେ ସହରର ଆଇଆରସି ଭିଲେଜରେ କମ୍ପାନୀର ନିର୍ଦ୍ଦେଶକ, କର୍ମଚାରୀ ଏବଂ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି ବୋଲି ସୂତ୍ରରୁ ପ୍ରକାଶ।



