News On 10
01
ଲେନ୍ସକାର୍ଟ ଠାରୁ ଇଣ୍ଡିଫି ପର୍ଯ୍ୟନ୍ତ – ଭାରତୀୟ ଷ୍ଟାର୍ଟଅପ୍ ଏହି ସପ୍ତାହରେ ୧୯୦ ନିୟୁତ ଡଲାର ପୁଞ୍ଜି ପାଇଛନ୍ତି |
ଚଷମା ୟୁନିକର୍ଣ୍ଣ ଲେନ୍ସକାର୍ଟ ଏ ସପ୍ତାହରେ ଆଉ ୧୦୦ ନିୟୁତ ଡଲାର ସଂଗ୍ରହ କରିଛି | ଇ କମର୍ସ ସେକ୍ଟର ୫ଟି କାରବାର ସହ ଏ ସପ୍ତାହରେ ପୁଞ୍ଜି ଉଠେଇବାରେ ଦ୍ଵିତୀୟ ସ୍ଥାନ ରଖିଛି | ନୂଆ ଷ୍ଟାର୍ଟ-ଅପଗୁଡିକ ୬.୭ ନିୟୁତ ଡଲାର ପୁଞ୍ଜି ସଂଗ୍ରହ କରିଛନ୍ତି | ମୋଟ ଉପରେ ୨୧ଟି କାରବାର ସହିତ ଭାରତୀୟ ଷ୍ଟାର୍ଟଅପ୍ ୧୯୦ ନିୟୁତ ଡଲାର ପୁଞ୍ଜି ସଂଗ୍ରହ କରିଛନ୍ତି |



