ଦ କେରଲା ଷ୍ଟୋରି ଭଲ ପ୍ରଦର୍ଶନ କରୁଛି

ଦ କେରଲା ଷ୍ଟୋରି ରିଲିଜର ଦ୍ବିତୀୟ ଦିନରେ ଭଲ ପ୍ରଦର୍ଶନ କରିଛି | ବିପୁଲ ଶାହ ପ୍ରଯୋଜିତ ଏ ଫିଲ୍ମଟି ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ଧ୍ୟାନ ଆକର୍ଷଣ କରୁଛି | ଫିଲ୍ମଟି ପ୍ରଥମ ଦିନରେ ୮ କୋଟି କଲେକ୍ସନ କରିଥିଲା ଯାହା କେତେକ ବଡ ଷ୍ଟାରମାନଙ୍କ ଓପନିଂ ଡେ ଅପେକ୍ଷା କମ ନୁହେଁ | ଦ୍ବିତୀୟ ଦିନରେ ୧୨ କୋଟିରୁ ଉର୍ଦ୍ଧ କଲେକ୍ସନ ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *