News On 10
01
ରାଜ୍ୟରେ ୫୦୦ ପାର କୋଭିଡ ସଂକ୍ରମଣ
ଓଡିଶାର ଦୈନିକ କୋଭିଡ୍ ଟ୍ୟାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ୫୦୦ ମାର୍କ ପାର କରିଛି | ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୨ ଟି ଆକ୍ଟିଭ କେସ ଏବଂ ଜଣେ ମୃତ ସୂଚନା ମିଳିଛି। ଗତ ବର୍ଷ ଅଗଷ୍ଟ ମଧ୍ୟଭାଗରୁ ଏହା ହେଉଛି ଗୋଟିଏ ଦିନର ସ୍ପାଇକ୍ | ଏହା ସହିତ ଆକ୍ଟିଭ କୋଭିଡ ସଂଖ୍ୟା ପାଖାପାଖି ୩୦୦୦ ହୋଇଛି | ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଜାରି ହୋଇସାରିଛି। ଦେଶରେ ମୋଟ ୯୬୨୯ ଆକ୍ଟିଭ କେସ ରିପୋର୍ଟ ହୋଇଛି ।



